ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ସ୍ବାମୀ ପ୍ରସାଦ ମୌର୍ଯ୍ୟ, ଦାରା ସିଂ ଚୌହାନଙ୍କ ପରି ଉତ୍ତରପ୍ରଦେଶରେ ବିଜେପିର ଉଚ୍ଚ ନେତାଙ୍କ ମଧ୍ୟରେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ବେଳେ ବର୍ତ୍ତମାନ ଭାରତର ଉଚ୍ଚତମ ବ୍ୟକ୍ତି ଧର୍ମେନ୍ଦ୍ର ପ୍ରତାପ ସିଂ ଅଖିଳେଶ ଯାଦବଙ୍କ ଦଳରେ ଯୋଗ ଦେଇଛନ୍ତି। ସିଂ ଦେଶର ସବୁ ଡାରୁ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି ଆମ ସହ ଅଛନ୍ତି ବୋଲି ଦାବି କରିଛନ୍ତି। ଅଖିଳେଶ ଯାଦବଙ୍କ ସମେତ ସମାଜବାଦି ଦଳର ଅନ୍ୟ ନେତାଙ୍କ ସହ ସିଂଙ୍କ ଏକ ଫଟୋ ମଧ୍ୟ ଟୁଇଟ୍ କରିଛନ୍ତି।