ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ ) ପକ୍ଷରୁ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା ( ଏନ୍ଆର୍ଟିଏସ୍ – ୨୦୨୧ ) ଡିସେମ୍ବର ୬ତାରିଖ ଦିନ ଅନୁଷ୍ଠିତ ହେବ । ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷା ରାଜ୍ୟର ୩୪୭ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ । ନବମ ଶ୍ରେଣୀରେ ପଢୁଥିବା ମାଧ୍ୟମ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ପାଇଁ ଯୋଗ୍ୟ । ପରୀକ୍ଷା ପାଇଁ ଓଡ଼ିଆ ମୋଟ ୫୫ ହଜାର ୯୩୯ ଜଣ ଛାତ୍ରଛାତ୍ରୀ କରିଛନ୍ତି । ଫର୍ମପୂରଣ ଫର୍ମପୂରଣ କରିଥିବା ପରୀକ୍ଷାର୍ଥୀଙ୍କ ଆଡ୍ମିଟ କାର୍ଡ ବୋର୍ଡ ୱେବ୍ ସାଇଟ୍ www.bseo disha.ac.in ରେ ଉପଲବ୍ଧ ହେଉଛି ।