ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ବାଲିକୁଦାର ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ବାଇଁଙ୍କ ପରଲୋକ।ମୃତ୍ୟ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସେ ବିଜେଡିର ଜଣେ ଆଗ ଧାଡିର ନେତା ଥିଲେ। ଭୁବନେଶ୍ବରରେ ଆଜି ସକାଳୁ ହୃଦଘାତରେ ମୃତ୍ୟୁ ହୋଇଥିବାର ସୂଚନାମିଳିଛି।ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ୪ଥର ଓଡିଶା ବିଧାନସଭା କରିଥିବା ୭୪ବର୍ଷୀୟ ଉମେଶ ବାସ୍ତବରେ ଜଣେ ସର୍ଚ୍ଚୋଟ ରାଜନୈତିଜ୍ଞ ଥିଲେ।ଭଗବାନ ତାଙ୍କ ଅମର ଆତ୍ମାର ସଦଗତି କରନ୍ତୁ।