ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଜି ଶ୍ରମ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକ ମାନଙ୍କର ସମସ୍ୟାକୁ ନେଇ ରାଜ୍ୟ ଅଣ ସଂଗଠିତ ଶ୍ରମିକ ସଂଘ ସମନ୍ନୟ କମିଟି ତରଫରୁ ଏକ ୧୭ଦଫା ଦାବୀ ସହ ଧାରଣାରେ ବସିଥିଲେ।
ତେବେ ସରକାର ଯଦି ଏହି ଦାବୀ ଗୁଡିକୁ ପୂରଣ ନକରେ ତେବେ ଏହି ଗଣଧାରଣା ଜାରି ରହିବ ବୋଲି ଏହି ସଂଘର ସଭାପତି ନୃଶିଂହ ଚରଣ ମିଶ୍ର ସୂଚନା ଦେଇଛନ୍ତି।