ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ :ଯୋଦ୍ଧା ଆକବରରେ ସଲୀମା ବେଗମ୍ ଭୂମିକାରେ ଅଭିନୟ କରିଥିଲେ ମନିଶା ଯାଦବ।
ଖବର ଅନୁଯାୟୀ ଶୁକ୍ରବାର ଦିନ ମସ୍ତିଷ୍କରେ ରକ୍ତସ୍ରାବ ହେତୁ ଟିଭି ଅଭିନେତା ମନୀଷା ଯାଦବଙ୍କ ମୃତ୍ୟୁ ଘଟିଛି। ବାଲାଜୀ ଟେଲିଫିଲ୍ମର ଲୋକପ୍ରିୟ ଐତିହାସିକ ରୋମାଣ୍ଟିକ ଡ୍ରାମା ଯୋଦ୍ଧା ଆକବର ସେରିଅଲ ରେ ଆକବରଙ୍କ ଅନ୍ୟତମ ପତ୍ନୀ ସଲିମା ବେଗମ୍ ଭୂମିକାରେ ଅଭିନୟ କରି ସେ ବେଶ୍ ଜଣାଶୁଣା ଥିଲେ।