ସନଷ୍ଟାର ଟିଭି ବ୍ୟୁରୋ
ମନିଲା: ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟ କହିଛନ୍ତି ଯେ ଶନିବାର ସେ ୨୦୨୨ ରେ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ନାହିଁ। ସେ ରାଜନୀତିରୁ ଅବସର ନେବେ। ଯାହା ଏବେ ଜଣାପଡୁଛି ତାଙ୍କର ଝିଅକୁ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବାଟ ଫିଟିବ।
ଡୁଟେର୍ଟେ କହିଛନ୍ତି ଯେ ମୁଁ ଫିଲିପାଇନ୍ସର ଆଇନ, ସମ୍ବିଧାନ ଆଦିକୁ ବିଭିନ୍ନ କ୍ଷେତ୍ରରେ ବଞ୍ଚାଇବାରେ ଅସମର୍ଥ ହୋଇଛି। ତେଣୁ ମୁଁ ରାଜନୀତିରୁ ଅବସର ଘୋଷଣା କରିଛି।