ସନଷ୍ଟାର ଟିଭି ବ୍ୟୁରୋ
ଗାନ୍ଧୀନଗର : ଆଜତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଗୁଜୁରାଟ ର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି। ସେ ଶନିବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫା ଦେବାର କାରଣ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ। କାରଣ ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ । ଆଗକୁ ଆସୁଛି ବିଧାନସଭା ନିର୍ବାଚନ। ତେବେ ନିର୍ବାଚନ ଆଗରୁ ବିଜୟ ରୂପାନି ଙ୍କର ଇସ୍ତଫା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।