ସନ୍ଷ୍ଟାର ଟିଭି ବ୍ୟୁରୋ
କେନ୍ଦ୍ରସରକାର ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସ ଶେଷ ସୁଦ୍ଧା ୭ ଲକ୍ଷ ୮ ହଜାର ୩୦୦ କୋଟିର ରାଜସ୍ୱ ସଂଗ୍ରହ କରିଥିବା ସୂଚନା ଦେଇଛନ୍ତି । ଏହା ମଧ୍ୟରୁ ଟିକସ୍ ରାଜସ୍ୱା ବାବଦରେ ୫,୭୫,୬୯୭ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ଅଣଟିକସ ରାଜସ୍ୱ ବାବଦରେ ୧,୧୬,୨୦୬ କୋଟି ଓ ଅଣପୁଞ୍ଜି ସଂଗ୍ରହ ୧୦,୧୨୮ କୋଟି ଏବଂ ପୁଞ୍ଜି ପ୍ରତ୍ୟାହାର ବାବଦକୁ ୬,୧୭୯ କୋଟି ଟଙ୍କା ଆଦାୟ ହୋଇଥିବା କେନ୍ଦ୍ର ଅର୍ଥ ବିଭାଗ ସୂଚନା ଦେଇଛି ।