ସନଷ୍ଟାର ଟିଭି ବ୍ୟୁରୋ

ଟୋକିଓ:ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ଶଟଲର ପିଭି ସିନ୍ଧୁ ତାଇ ଟୁଜୁ-ୟିଙ୍ଗ ଠାରୁ ହାରିଯାଇଛନ୍ତି । ଫାଇନାଲ ଖେଳିବା ଆଶା ତାଙ୍କର ମଉଳି ଯାଇଛି।