<h3 style="text-align: center;"><strong>ସନଷ୍ଟାର ଟିଭି ବ୍ୟୁରୋ<img class="size-medium wp-image-20787 aligncenter" src="https://sunstartv.com/odia/wp-content/uploads/2021/07/E7G7a3_VgAgPbje-300x225.png" alt="" width="300" height="225" /></strong></h3> <h4 style="text-align: left;"> <strong>ଟୋକିଓ</strong> : ଟୋକିଓ ଅଲମ୍ପିକ ଦ୍ୱିତୀୟ ଦିନ ରେ ଶଟଲର ପି.ଭି ସିନ୍ଧୁ ଇସ୍ରାଏଲର କେସେନିଆ ପୋଲିକାରପୋଭା ବିପକ୍ଷ ଓପନିଂ ମ୍ୟାଚ୍ ଜିତିଛନ୍ତି। ଏହା ସହ ଅର୍ଜୁନ ଲାଲ ଜାଟ ଏବଂ ଅରବିନ୍ଦ ସିଂଙ୍କ ଡବଲ୍ ସ୍କଲ୍ସର ରିପେଚେଜ୍ 2 ରେ ତୃତୀୟ ସ୍ଥାନ ହାସଲ କରିବା ପରେ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।</h4> <img class="size-medium wp-image-20788 aligncenter" src="https://sunstartv.com/odia/wp-content/uploads/2021/07/E7G3HfCXIAQzYtq-300x225.png" alt="" width="300" height="225" />