ସନଷ୍ଟାର ଟିଭି ବ୍ୟୁରୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କହିଛନ୍ତି ଯେ ସେ ଜେନିଫର ଲୋପେଜଙ୍କ ପରି ଶରୀର ଚାହୁଁଛନ୍ତି।: ‘ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ମୋତେ ମଧ୍ୟ ପ୍ରେରଣା ଦିଅନ୍ତି ଆଉ ତାଙ୍କ ମଧ୍ୟରେ ଜେନିଫର ଲୋପେଜ ଜଣେ।। ସେ କହିଛନ୍ତି ଯେ ସେ ଜେନିଫର ଲୋପେଜଙ୍କ ପରି ଶରୀର ଚାହୁଁଛନ୍ତି ଏବଂ 65 ବର୍ଷ ବୟସରେ ମଧ୍ୟ ସର୍ବୋତ୍ତମ ଦେଖାଯିବାକୁ ଚାହୁଁଛନ୍ତି।
ଶିଳ୍ପା ଶେଟ୍ଟୀ କହିଛନ୍ତି ଯେ ଅନ୍ୟ ସମସ୍ତଙ୍କ ପରି ସେ ମଧ୍ୟ ସୌନ୍ଦର୍ଯ୍ୟ ପ୍ରିୟ। ସେ ସବୁ ବେଳେ ଚେଷ୍ଟା କରନ୍ତି ଯେ ସେ କିପରି ସବୁ ବେଳେ ଫିଟ ଏବଂ ଫାଇନ ରହିବେ । ୪୬ ବର୍ଷୀୟା ଶିଳ୍ପା ନିଜକୁ ଫିଟ ରଖିବା ପାଇଁ ଅକ୍ଲାନ୍ତ ପରିଶ୍ରମ ମଧ୍ୟ କରୁଛନ୍ତି। ସେ କହିଛନ୍ତି ଏପରି ଦେଖାଯତବା ଆଖିକୁ ଯେତେ ସହଜ ଏହି ପରି ନିଜ ଲୁକ କୁ ବଜାଇ ରଖିବା ସେତିକି କଷ୍ଟ। ସେ ସେଥିପାଇଁ ଯୋଗ, ପ୍ରାଣାୟମ ଏବଂ ନିୟମିତ ବ୍ୟୟାମ ଆଉ ଡାଇଟ ଭି କରୁଛନ୍ତି।