ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ଓଡିଶା କ୍ରିକେଟ୍ ପାଇଁ ବଡ ଖବର। ଓଡିଶା ସିନିୟର କ୍ରିକେଟ୍ ଦଳର କୋଚ୍ ହେଲେ ଓ୍ଵାସିମ ଜାଫର। ଜାଫର ହେଉଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର। ପ୍ରେସମିଟ୍ ଜରିଆରେ ସୂଚନା ଦେଲେ ଓସିଏ ସଂପାଦକ। ଓସିଏର କୋଚ୍ ଭାବେ ଜାଫରଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ବାଂଲାଦେଶ ଜାତୀୟ ଦଳର କୋଚ୍ ଦାୟିତ୍ଵ ତୁଲାଇଛନ୍ତି ଜାଫର। ସେ ଆଇପିଏଲରେ କିଙ୍ଗ୍ସ ଏକାଦଶ ପଞ୍ଜାବର କୋଚ୍ ମଧ୍ୟ ଥିଲେ।