ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଦୁଇ ଦିନ ହେବ କରୋନା ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୨୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୦୪୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ ୩୧୭୫ ରହିଛି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୯ ହଜାର ୯୫୫ ଜଣ ବୃଦ୍ଧି ପାଇଛି ।
ତେବେ ରାଜ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୧୦୯୧ ଜଣ ଚିହ୍ନଟ ହୋଇଥିବା ବେଳେ , ଖୋର୍ଦ୍ଧାରୁ ୮୦୯ ଜଣ, କେନ୍ଦ୍ରାପଡ଼ାରୁ ୪୮୭ ଜଣ, ଢ଼େଙ୍କାନାଳରୁ ୪୨୮ ଜଣ, ଅନୁଗୁଳରୁ ୪୦୯ ଜଣ,ବରଗଡ଼ରୁ ୩୩୧ ଜଣ, ଭଦ୍ରକ ଓ ରାୟଗଡ଼ା ଜିଳ୍ଲାରୁ ୨୪୬ ଜଣ ଲେଖାଏଁ, ନବରଙ୍ଗପୁରରୁ ୨୪୨ ଜଣ, ଯାଜପୁରର ଓ ସମ୍ବଲପୁର ଜିଳ୍ଲାରୁ ୨୪୧ ଜଣ ଲେଖାଏଁ, କୋରାପୁଟରୁ ୨୨୦ ଜଣ, ବାଲେଶ୍ବରରୁ ୨୧୫ ଜଣ, ସୁନ୍ଦରଗଡ଼ରୁ ୧୮୪ ଜଣ, ଜଗତସିଂହପୁରରୁ ୧୮୩ ଜଣ, ନୟାଗଡ଼ରୁ ୧୬୪ ଜଣ, ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରୁ ୧୫୦ ଜଣ ଲେଖାଏଁ,ବୌଦ୍ଧରୁ ୧୪୮ ଜଣ,ମାଲକାନଗିରିରୁ ୧୩୫ ଜଣ, ବଲାଙ୍ଗୀରୁ ୧୩୦ ଜଣ, ପୁରୀରୁ ୧୧୦ ଜଣ, କନ୍ଧମାଳରୁ ୧୦୧ ଜଣ, ସୋନପୁରରୁ ୭୪ ଜଣ, କେନ୍ଦୁଝରରୁ ୭୨ ଜଣ, ଦେବଗଡ଼ରୁ ୬୮ ଜଣ, ନୂଆପଡ଼ାରୁ ୬୬ ଜଣ, ଝାରସୁଗୁଡ଼ାରୁ ୬୪ ଜଣ, ଗଜପତିରୁ ୩୮ ଜଣ,ମୟୂରଭଞ୍ଜରୁ ୨୭ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
Covid-19 Report For 27th May
New Positive Cases: 7216
In quarantine: 4041
Local contacts: 3175(Details of local contacts will be shared by concerned Dist Administration)
District Wise Cases:
1. Angul: 409
2. Balasore: 215
3. Bargarh: 331
4. Bhadrak: 246
5. Balangir: 130— I & PR Department, Odisha (@IPR_Odisha) May 28, 2021
6. Boudh: 148
7. Cuttack: 1091
8. Deogarh: 68
9. Dhenkanal: 428
10. Gajapati: 38
11. Ganjam: 150
12. Jagatsinghpur: 183
13. Jajpur: 241
14. Jharsuguda: 64
15. Kalahandi: 150
16. Kandhamal: 101
17. Kendrapada: 487
18. Keonjhar: 72
19. Khurda: 809
20. Koraput: 220— I & PR Department, Odisha (@IPR_Odisha) May 28, 2021
 
21. Malkangiri: 135
22. Mayurbhanj: 27
23. Nawarangpur: 242
24. Nayagarh: 164
25. Nuapada: 66
26. Puri: 110
27. Rayagada: 246
28. Sambalpur: 241
29. Sonepur: 74
30. Sundargarh: 184
31. State Pool: 146— I & PR Department, Odisha (@IPR_Odisha) May 28, 2021
v;