ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ଦିନ ପରେ ୧୦ ହଜାର ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୭୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୭୭୪ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ୨୯୬୨ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୨,୭୩୯ରେ ପହଁଞ୍ଚିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୪୬, ୨୪୧ ଟେଷ୍ଟ କରାଯାଇଛି ।
ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୭୮୮ଜଣ ବାହାରିଥିବା ବେଳେ ଏହା ପଛକୁ ସୁନ୍ଦରଗଡ ଜିଲ୍ଲା ରହିଛି । ଏଠାରେ ୭୨୦ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୫୧୭ ଜଣ , ବାଲେଶ୍ୱର ଜିଲ୍ଲାରୁ ୭୧ଜଣ, ବରଗଡ଼ ଜିଲ୍ଲାରୁ ୪୦୫ଜଣ, ଭଦ୍ରକ ଜିଲ୍ଲାରୁ ୨୦୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୪୪ଜଣ, ବୌଦ୍ଧ ଜିଲ୍ଲାରୁ ୨୬୨ଜଣ, କଟକ ଜିଲ୍ଲାରୁ ୩୬୨ଜଣ, ଦେଓଗଡ଼ ଜିଲ୍ଲାରୁ ୬୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୭୮ଜଣ, ଗଜପତି ଜିଲ୍ଲାରୁ ୮୦ଜଣ ଚିହ୍ନଟ ହୋାଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
Covid-19 Report For 26th May
New Positive Cases: 6736
In quarantine: 3774
Local contacts: 2962(Details of local contacts will be shared by concerned Dist Administration)
District Wise Cases:
1. Angul: 788
2. Balasore: 71
3. Bargarh: 405
4. Bhadrak: 206
5. Balangir: 144— I & PR Department, Odisha (@IPR_Odisha) May 27, 2021
6. Boudh: 262
7. Cuttack: 362
8. Deogarh: 64
9. Dhenkanal: 178
10. Gajapati: 80
11. Ganjam: 196
12. Jagatsinghpur: 106
13. Jajpur: 374
14. Jharsuguda: 120
15. Kalahandi: 241
16. Kandhamal: 85
17. Kendrapada: 24
18. Keonjhar: 24
19. Khurda: 517
20. Koraput: 219
21. Malkangiri: 98— I & PR Department, Odisha (@IPR_Odisha) May 27, 2021
22. Mayurbhanj: 34
23. Nawarangpur: 282
24. Nayagarh: 207
25. Nuapada: 48
26. Puri: 265
27. Rayagada: 123
28. Sambalpur: 309
29. Sonepur: 82
30. Sundargarh: 720
31. State Pool: 102— I & PR Department, Odisha (@IPR_Odisha) May 27, 2021