ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ୧୧ହଜାର ୮୦୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୬୬୧୧ ବାହାରିଥିବା ବେଳେ, ଲୋକାଲ କଣ୍ଟାକ୍ଟ କେସ୍ ୫୧୯୪ ରହିଛି । ତେବେ ୩ ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ୧ ହଜାର ଉପରେ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୨୦୯, କଟକରୁ ୧୧୯୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ତେବେ ଦିନକରେ ୨୧ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧାରୁ ୪, ଅନୁଗୁଳରୁ ୩, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, କେନ୍ଦ୍ରାପଡାରୁ ୨ଜଣ ଲେଖାଏଁ, ବୌଦ୍ଧ, ଗଜପତି, କୋରାପୁଟ, ନୂଆପଡାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ଜୀବନ ଯାଇଛି ।
&
New recoveries: 9329
Cumulative tested: 10825914
Positive: 600492
Recovered: 491674
Active cases: 106471— I & PR Department, Odisha (@IPR_Odisha) May 15, 2021
;
&
Covid-19 Report For 14th May
New Positives Cases: 11805
In quarantine: 6611
Local contacts: 5194(Details of local contacts will be shared by concerned Dist Administration)
District Wise Cases:
1. Angul: 668
2. Balasore: 303
3. Bargarh: 421
4. Bhadrak: 300
5. Balangir: 358— I & PR Department, Odisha (@IPR_Odisha) May 15, 2021
;
&
6. Boudh: 246
7. Cuttack: 1197
8. Deogarh: 109
9. Dhenkanal: 280
10. Gajapati: 115
11. Ganjam: 331
12. Jagatsinghpur: 274
13. Jajpur: 392
14. Jharsuguda: 327
15. Kalahandi: 377
16. Kandhamal: 83
17. Kendrapada: 147
18. Keonjhar: 188
19. Khurda: 1414
20. Koraput: 196— I & PR Department, Odisha (@IPR_Odisha) May 15, 2021
;