ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ଗତକାଲି ଅପେକ୍ଷା ଆଜି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ ରହିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬୬୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ସେଥି ମଧ୍ୟରୁ ସ୍ଥାନୀୟ ମାମଲା ୨୫୭୦ଟି ହୋଇଥିବାବେଳେ ସଙ୍ଗରୋଧ ଗୃହରୁ ୩୫୪୬ ଜଣ ଚିହ୍ନଟ ହୋଇଛନ୍ତି ।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୮୫ ଏବଂ ନୂଆପଡ଼ାରୁ ୪୩୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିଭଳି ସମ୍ବଲପୁରରୁ ୨୮୦ଜଣ, ବରଗଡ଼ରୁ ୨୬୨, ବଲାଙ୍ଗୀରରୁ ୧୮୯ଜଣ, ପୁରୀରୁ ୧୮୦ଜଣ, ମୟୂରଭଞ୍ଜରୁ ୧୫୮ଜଣ, ଅନୁଗୁଳରୁ ୧୫୧ଜଣ, ଗଞ୍ଜାମରୁ ୧୩୪ଜଣ, ବାଲେଶ୍ବରରୁ ୧୦୨ଜଣ, ଭଦ୍ରକରୁ ୮୭ଜଣ, ବୌଦ୍ଧରୁ ୩୨ଜଣ, କଟକରୁ ୩୪୩ଜଣ, ଦେଓଗଡ଼ରୁ ୩୯ଜଣ, ଢ଼େଙ୍କାନାଳରୁ ୮ଜଣ, ଗଜପତିରୁ ୭୮ଜଣ, ଜଗତସିଂହପୁରରୁ ୭୩ଜଣ, ଯାଜପୁରରୁ ୩୨୪ଜଣ, ଝାରସୁଗୁଡ଼ାରୁ ୨୫୪ଜଣ, କଳାହାଣ୍ଡିରୁ ୩୨୧ଜଣ, କନ୍ଧମାଳରୁ ୩୬ଜଣ, କେନ୍ଦ୍ରାପଡ଼ାରୁ ୪୬ଜଣ, କେନ୍ଦୁଝରରୁ ୧୧୮ଜଣ,କୋରାପୁଟରୁ ୭୧ଜଣ, ମାଲକାନଗିରିରୁ ୩୨ଜଣ, ନବରଙ୍ଗପୁରରୁ ୩୧୮ଜଣ, ନୟାଗଡ଼ରୁ ୯୯ଜଣ, ରାୟଗଡ଼ାରୁ ୧୦୪ଜଣ, , ସୋନପୁରରୁ ୮ଜଣ ଏବଂ ଷ୍ଟେଟ ପୁଲରୁ ୧୭୯ଜଣ ସଂକ୍ରମିତ ରହିଛନ୍ତି ।
&
Covid-19 Report For 23rd April
New Positive Cases: 6647
In quarantine: 3855
Local contacts: 2792(Details of local contacts will be shared by concerned Dist Administration)
District Wise Cases:
1. Angul: 141
2. Balasore: 53
3. Bargarh: 290
4. Bhadrak: 41
5. Balangir: 234— I & PR Department, Odisha (@IPR_Odisha) April 24, 2021
6. Boudh: 39
7. Cuttack: 336
8. Deogarh: 34
9. Dhenkanal: 34
10. Gajapati: 96
11. Ganjam: 161
12. Jagatsinghpur: 65
13. Jajpur: 133
14. Jharsuguda: 343
15. Kalahandi: 361
16. Kandhamal: 26
17. Kendrapada: 47
18. Keonjhar: 183
19. Khurda: 1189
20. Koraput: 67
21. Malkangiri: 17— I & PR Department, Odisha (@IPR_Odisha) April 24, 2021
22. Mayurbhanj: 122
23. Nawarangpur: 224
24. Nayagarh: 110
25. Nuapada: 559
26. Puri: 395
27. Rayagada: 116
28. Sambalpur: 175
29. Sonepur: 2
30. Sundargarh: 788
31. State Pool: 266— I & PR Department, Odisha (@IPR_Odisha) April 24, 2021