ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ରାଜ୍ୟରେ କରୋନା ସଂକ୍ରମଣ ୪ ହଜାର ଉପରେ ରହିଛି । କଟକରେ ମଧ୍ୟ ପ୍ରତିଦିନ ୧୦୦ ଉପରେ କରୋନା ସଂକ୍ରମଣ ସଂଖ୍ୟା ରହିଛି ।ତେବେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସିଏମସି ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି ହୋଇଛି । କୋଭିଡ ନିୟନ୍ତ୍ରଣ କକ୍ଷ ନମ୍ବର 7077775555 ଏବଂ ଜରୁରୀ ସେବା ପାଇଁ 1800 345 8289 ଜାରି ହୋଇଛି ।
ସିଏମସି ପକ୍ଷରୁ ବିଭିନ୍ନ କୋଭିଡ ବିରୋଧୀ ପଦକ୍ଷେପ ନିଆଯାଉଛି ଏବଂ କଟକଣାକୁ ଜୋରଦାର କରାଯାଇଛି । ଲକ୍ଷଣ ପ୍ରକାଶ ପାଇଲେ ଭୟଭୀତ ନ ହୋଇ ପରୀକ୍ଷା କରାଇବାକୁ ପରାମର୍ଶ ଦେବା ସହ କୋଭିଡ ନିୟମ ପାଳନ କରିବା ପାଇଁ ସମସ୍ତଙ୍କୁ ଅପିଲ କରିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।
 
#Cuttack To curb the spread of #COVID19, we all need to self-practice & religiously follow COVID appropriate behavior.
In the light of rising cases, Commissioner, CMC @AnanyaDasIAS shares an extremely vital message for all of us. Do watch and follow the words diligently. pic.twitter.com/QHpMNkRBvw
— CMC,Cuttack (@CMCCuttack) April 20, 2021
;