ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଓଡିଶା ପବ୍ଲିକ୍ ସର୍ଭିସ୍ କମିସନ ପକ୍ଷରୁ ନିଯୁକ୍ତି କ୍ୟାଲେଣ୍ଡର ଜାରି କରାଯାଇଛି । ଏହି କ୍ୟାଲେଣ୍ଡର ଅନୁଯାୟୀ ୧୭ ଟି ପଦବୀ ପାଇଁ ନିଯୁକ୍ତି କରାଯିବ । ଆସିଷ୍ଟାନ୍ସ ଫ୍ରପେସର, ଆସିଷ୍ଟାନ୍ସ ଡିରେକ୍ଟର ଅଫ୍ ଟେକ୍ସଟାଇଲ୍ସ, ଆସିଷ୍ଟାନ୍ସ ଏଜ୍ୟୁକେଟିଭ୍ ଇଞ୍ଜିନିୟର, ଲେକ୍ଚର ଇନ୍ ଫିଜିକାଲ ଏଜ୍ୟୁକେସନ, ଲେକ୍ଚର ଇନ୍ ଆୟୁର୍ଭେଦିକ ମେଡିକାଲ୍ କଲେଜ୍, ମେଡିକାଲ ଅଫିସର, ଏ.ସି.ଏଫ୍(ଫରେଷ୍ଟ ରେଞ୍ଜର), ଓ.ସି.ଏସ୍, ଆସିଷ୍ଟାନ୍ସ ଫ୍ରଫେସର ଇନ୍ ଷ୍ଟେଟ୍ ପବ୍ଲିକ୍ ୟୁନିଭର୍ସିଟିସ୍, ଲେକ୍ଚର ଇନ୍ ହୋମିଓପାଥିକ୍ ମେଡିକାଲ୍ କଲେଜ୍, ସାଇଣ୍ଟିଫିକ୍ ଅଫିସର, ଆସିଷ୍ଟାନ୍ସ ଏଜ୍ୟୁକେଟିଭ୍ ଇଞ୍ଜିନିୟର (ସିଭିଲ୍), ଜିଓଲୋଜିଷ୍ଟ, ଜିଓଫିଜିକ୍ସ୍, ପେଟ୍ରୋଲୋଜିଷ୍ଟ ଓ ମାଇନିଙ୍ଗ ଅଫିସର, ଡେଣ୍ଟାଲ୍ ସର୍ଜନ, ପିଜିଟି ଅଣ୍ଡର ସାଇନ୍ସ ଆଣ୍ଡ କମର୍ସ, ଓ.ସି.ଏସ୍ ୨୦୨୦, ଆସିଷ୍ଟାନ୍ସ ସଏଲ୍ କନ୍ଜର୍ଭେସନ ଅଫିସର ପଦ ପାଇଁ ନିଯୁକ୍ତି ବାହାରିଛି ।
ଏହି ସମସ୍ତ ନିଯୁକ୍ତି ଚୟନ ଲିଖିତ, କ୍ୟାରିଅର୍ ଓ ଭାଇଭା ଅନୁସାରେ କରାଯିବ । ତେବେ https://www.opsc.gov.in/ ଓ୍ଵେବ୍ସାଇଟ୍ ମାଧ୍ୟମରେ ଅଧିକ ତଥ୍ୟ ପାଇପାରିବେ ।