ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହାର ତିନି ହଜାର ଟପିଛି । ଗତ ୨୪ ଘଣ୍ଟାରେ ୩୧୦୮ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୧୮୦୬ ଜଣ ରହିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ୍ କେସ୍ ୧୩୦୨ ଚିହ୍ନଟ ହୋଇଛନ୍ତି ।
ତେବେ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟରେ ରହିଛି ସୁନ୍ଦରଗଡ଼ ଜିଲ୍ଲା, ଏଠାରୁ ୫୨୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ତେବେ ଅନୁଗୁଳରେ ୪୪, ବାଲେଶ୍ୱରରେ ୧୫୧, ବରଗଡ଼ରେ ୧୩୨, ଭଦ୍ରକରେ ୫୩, ବଲାଙ୍ଗୀର ୧୩୩, ବୌଦ୍ଧରେ ୯, କଟକରେ ୧୬୩, ଦେବଗଡ଼ରେ ୧୯, ଢେଙ୍କାନାଳରେ ୧୬, ଗଜପତିରେ ୧୮, ଗଞ୍ଜାମରେ ୫୫, ଜଗତସିଂହପୁରରେ ୨୯, ଯାଜପୁରରେ ୭୫, ଝାରସୁଗୁଡ଼ାରେ ୮୯, କଳାହାଣ୍ଡିରେ ୫୫, କନ୍ଧମାଳରେ ୧୦, କେନ୍ଦ୍ରାପଡ଼ାରେ ୨୨, କେନ୍ଦୁଝରରେ ୧୦୫, କୋରାପୁଟରେ ୨୩, ମାଲକାନଗିରିରେ ୩, ମୟୂରଭଞ୍ଜରେ ୭୧, ନବରଙ୍ଗପୁରରେ ୧୫୬, ନୟାଗଡ଼ରେ ୧୫, ନୂଆପଡ଼ାରେ ୧୪୦, ପୁରୀରେ ୧୧୪, ରାୟଗଡ଼ା ୩୮, ସମ୍ବଲପୁର ୧୫୩, ସୋନପୁର ୪୨, ଓ ଷ୍ଟେଟ୍ ପୁଲରୁ ୧୧୮ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 15th April
New Positive Cases: 3108
In quarantine: 1806
Local contacts: 1302(Details of local contacts will be shared by concerned Dist Administration)
District Wise Cases:
1. Angul: 44
2. Balasore: 151
3. Bargarh: 132
4. Bhadrak: 53
5. Balangir: 133— I & PR Department, Odisha (@IPR_Odisha) April 16, 2021
&
6. Boudh: 9
7. Cuttack: 163
8. Deogarh: 19
9. Dhenkanal: 16
10. Gajapati: 18
11. Ganjam: 55
12. Jagatsinghpur: 29
13. Jajpur: 75
14. Jharsuguda: 89
15. Kalahandi: 55
16. Kandhamal: 10
17. Kendrapada: 22
18. Keonjhar: 105
19. Khurda: 534
20. Koraput: 23
21. Malkangiri: 3— I & PR Department, Odisha (@IPR_Odisha) April 16, 2021
;
22. Mayurbhanj: 71
23. Nawarangpur: 156
24. Nayagarh: 15
25. Nuapada: 140
26. Puri: 114
27. Rayagada: 38
28. Sambalpur: 153
29. Sonepur: 42
30. Sundargarh: 523
31. State Pool: 118New recoveries:837
Cumulative tested:9528182
Positive: 361450
Recovered:342570
Active cases:16889— I & PR Department, Odisha (@IPR_Odisha) April 16, 2021