ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ଦ୍ରୁତ ଗତିରେ ବଢିଚାଲିଛି କରୋନା ସଂକ୍ରମଣ ହାର ।ଗତ କିଛି ଦିନ ମଧ୍ୟରେ ଦୈନିକ ସଂକ୍ରମଣ ହାର ୨୯୦୦କୁ ଛୁଇଁଲାଣି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୮୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟାଇନରୁ ୧୭୩୩, ଲୋକାଲ କେସ୍ ୧୨୫୬ ।ତେବେ ୯ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ଟପିଛି । ସୁନ୍ଦରଗଡ଼ରୁ ସର୍ବାଧିକ ୬୩୧ ବାହାରିଥିବା ବେଳେ, ଖୋର୍ଦ୍ଧାରୁ ୪୩୮, କଳାହାଣ୍ଡିରୁ ୨୬୦, କଟକରୁ ୨୦୮, ନୂଆପଡାରୁ ୧୫୧, ସମ୍ବଲପୁରରୁ ୧୪୮, ବରଗଡ଼ରୁ ୧୨୬, ପୁରୀରୁ ୧୧୨ , ବଲାଙ୍ଗୀରରୁ ୧୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଗତ ୨୪ଘଣ୍ଟାରେ କରୋନାରେ ୨ଜଣଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡିରୁ ଓ କେନ୍ଦୁଝରରୁ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ୧ହଜାର ୯୩୫ରେ ପହଂଚିଛି ।
Covid-19 Report For 14th April
New Positive Cases: 2989
In quarantine: 1733
Local contacts: 1256(Details of local contacts will be shared by concerned Dist Administration)
District Wise Cases:
1. Angul: 65
2. Balasore: 83
3. Bargarh: 126
4. Bhadrak: 34
5. Balangir: 110— I & PR Department, Odisha (@IPR_Odisha) April 15, 2021
22. Mayurbhanj: 38
23. Nawarangpur: 43
24. Nayagarh: 12
25. Nuapada: 151
26. Puri: 112
27. Rayagada: 27
28. Sambalpur: 148
29. Sonepur: 6
30. Sundargarh: 631
31. State Pool: 94New recoveries: 610
Cumulative tested: 9496291
Positive: 358342
Recovered: 341733
Active cases: 14621— I & PR Department, Odisha (@IPR_Odisha) April 15, 2021