ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗତାକାଲି ନନ୍ଦିଗ୍ରାମରେ ପ୍ରଚାର କରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ସେ କୋଲକାତାର SSKM ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି । ତେବେ ଏହା ମଧ୍ୟରେ ସେ ହସ୍ପିଟାଲ ବେଡରେ ଶୋଇ ନିଜର ସମର୍ଥକଙ୍କ ପାଇଁ ଏକ ଭିଡିଓ ଜାରି କରିଛନ୍ତି । ମମତା ଏହି ଭିଡିଓରେ କହିଛନ୍ତି, ଗତକାଲିର ଆକ୍ରମଣରେ ତାଙ୍କୁ ଗୁରୁତର ଆଘାତ ଲାଗିଛି, ଯାହାଫଳରେ ତାଙ୍କର ହାତ ଓ ଗୋଡରେ ପ୍ରବଳ ଯନ୍ତ୍ରଣା ହେଉଛି । ତେବେ ସେ କିଛି ଦିନ ପରେ ବାହାରକୁ ଆସିବେ ଓ ହ୍ବିଲଚେୟାରରେ ବସି ପ୍ରଚାର କରିବେ ।
 
Breaking now! @MamataOfficial speaks from hospital bed, after being injured in #Nandigram last evening.
Banerjee appeals for calm
Says she will be back on the campaign trail in a few days, even if on a wheelchair pic.twitter.com/jHUyK8gjV6
— Poulomi Saha (@PoulomiMSaha) March 11, 2021
;