ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଖୁବ୍ ଶିଘ୍ର ବିଶ୍ବର ବୃହତ୍ତମ ଷ୍ଟିଲ କମ୍ପାନି ଆର୍ସେଲର ମିତ୍ତଲ-ନିପ୍ପନ କେନ୍ଦ୍ରାପଡ଼ା ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି । ଏନେଇ ସରକାରଙ୍କ ସହ ଆଜି ଆଲୋଚନା କରିଛନ୍ତି ମିତ୍ତଲ । ଏହି ଷ୍ଟିଲ ପ୍ଲାଣ୍ଟର କ୍ଷମତା ବାର୍ଷିକ ୧୨ ନିୟୁତ ଟନ ବିଶିଷ୍ଟ ହେବ ଓ ଏହି ପ୍ରକଳ୍ପରେ କମ୍ପାନି ପ୍ରାୟ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ଆଜି ଲୋକସେବା ଭବନର ନିୟୁ କନଭେସନ ସେଣ୍ଟରରେ ଏହି ଏମ୍ଓୟୁ ସ୍ୱାକ୍ଷରିତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶ୍ରୀଯୁକ୍ତ ଏଲ୍ଏନ୍ ମିତ୍ତଲ ଉପସ୍ଥିତ ଥିଲେ ।
 
State Govt has signed an MoU with ArcelorMittal Nippon Steel for setting up of a 12 MT integrated Steel Plant in Kendrapada Dist with an investment of Rs 50000 Cr. HCM Sri Naveen Patnaik and Sri LN Mittal were present at the MoU signing event at convention centre, Lokseva Bhavan. pic.twitter.com/Rkcg2hES3x
— I & PR Department, Odisha (@IPR_Odisha) March 4, 2021
;