ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଫେବୃୟାରୀ ମାସ ଶେଷ ହେଉଣୁ ଗ୍ରୀଷ୍ମପ୍ରବାହ ଦେଖାଗଲାଣି । ତେବେ ଦେଶର ୫ ସର୍ବୋଚ୍ଚ ଉତ୍ତପ୍ତ ସହର ମଧ୍ୟରେ ରାଜ୍ୟର ୨ଟି ସହର ରହିଛି । ଗତ ୨୪ ଘଣ୍ଚା ମଧ୍ୟରେ ରାଜ୍ୟର ଭୁବନେଶ୍ଵରର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଯାହା ଦେଶର ସବୁଠୁ ଉତ୍ତପ୍ତ ସହର ରହିଛି ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପଛକୁ ରହିଛି ବାରିପଦା ।
ଏଠାରେ ଗତକାଲି ୩୮.୬ ଡିଗ୍ରୀ ତପମାତ୍ରା ରେକର୍ଡ କରାଯାଇଛି । ତେବେ ଦେଶର ମହାରାଷ୍ଟ୍ରର ବ୍ରହ୍ମପୁରୀରେ ୩୮.୪ ଡିଗ୍ରୀ ଓ ଅକୋଲାରେ ୩୮.୨ ଡିଗ୍ରୀ ତାପମାତ୍ରା ରହିଥିଲା । ଯାହା ଦେଶର ଯଥାକ୍ରମେ ୩ୟ ଓ ୪ର୍ଥ ଉତ୍ତପ୍ତ ସହର ହୋଇଥିଲା । ତେବେ ମଧ୍ୟପ୍ରଦେଶର ଖାର୍ଗୋନଠାରେ ମଧ୍ୟ ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
 
Top #four recorded #highest day Max. temperature at different locations over India during last #24Hours
1-#Bhubaneswar (#Odisha) 40.4°C,
2-#Baripada (#Odisha) 38.6°C
3-#Brahmpuri(#Maharastra) 38.4°C
4-#Akola (#Maharastra) 38.2°C & #Khargone (#Madhya #Pradesh) 38.2°C pic.twitter.com/w3gLtdU1fa— Meteorological Centre, Bhubaneswar (@mcbbsr) February 27, 2021
;