ରାଜ୍ୟରେ ପୁଣି ବଢିବ ତାତି | ଆସନ୍ତା ୪ ଦିନ ଯାଏ ପାଗ ପୁରା ଶୁଖିଲା ରହିବ | ଏହା ପରେ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ | ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଇଛି |
୧ ତାରିଖରୁ ତାପମାତ୍ରା ଅଧିକରୁ ଅଧିକ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ |
୧୯ ରୁ ୨୩ ତାରିଖ ଯାଏ ବର୍ଷାକୁ ନେଇ ସତର୍କତା ଜାରି କରାଯାଇଥିଲା | ଏବେ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ସତର୍କତା ହଟାଯାଇ ଖରା ନେଇ ଆଲର୍ଟ କରିଛି |