ବଜେଟରେ ବାଲ ବାଟିକା ପାଇଁ ଅନୁଦାନ | ଏଥର ବଜେଟରେ ଶିକ୍ଷାକୁ ମିଳିଛି ଅଧିକ ଗରୁତ୍ବ ଶିକ୍ଷା ପାଇଁ ୩୧ ହଜାର ୧୮୫ କୋଟି ବ୍ୟୟ ବରାଦ କରାଯାଇଛି | ଆସନ୍ତା ଶିକ୍ଷା ବର୍ଷରୁ ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ବାଲ ବାଟିକା କାର୍ଯ୍ୟକାରୀ ହେବ | ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟଖସଡା କୁହାଯିବ | ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଏହି ପ୍ରଥମ ୫ ବର୍ଷର ଶିକ୍ଷାକୁ ମୂଳଦୁଆ ଶିକ୍ଷା ବୋଲି କୁହାଯାଉଛି |
ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟଖସଡାକୁ ପ୍ରାରମ୍ଭିକ ପାଠ୍ୟ ଖସଡ଼ା କୁହାଯିବ | ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ମଧ୍ୟ ପାଠ୍ୟଖସଡ଼ା ଓ ନବମରୁ ଦ୍ୱାଦଶପର୍ଯ୍ୟନ୍ତ ଗଣିତ ଓ ପ୍ରଥମାଙ୍କ ଶ୍ରେଣୀର ଭାଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ |