ଶ୍ରୀମନ୍ଦିରରେ ପୁଣି ରକ୍ତ ଛିଟା | ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ଦେଖିବାକୁ ମିଳିଛି | ଏଠି ପାଇଁ ମହାପ୍ରଭୁଙ୍କ ବଡ ମହା ସ୍ନାନ ହୋଇଛି | କେଉଁ କାରଣ ଯୋଗୁଁ ରକ୍ତ ଛିଟା ପଡିଛି ତାହା ଜଣାପଡି ନାହିଁ | ଏହା ପରେ ଅରାମବାହା ହୋଇଥିଲା ମହାପ୍ରଭୁଙ୍କ ବଡ ମହାସ୍ନାନ |
ନିୟମ ଅନୁସାରେ କିଛି ଘଣ୍ଟା ପାଇଁ ଦର୍ଶନ ବନ୍ଦ ରହିଥିଲା | ବଡ ମହାସ୍ନାନ ପରେ ପୁଣି ସ୍ୱାଭାବିକ ହୋଇଛି ଦର୍ଶନ ତେବେ ଏହି ରକ୍ତ ଛିଟା ଶ୍ରଦ୍ଧାଳୁ ନ ସେବାୟତଙ୍କ କ୍ଷତ ଯୋଗୁଁ ପଡିଛି ସେ ବିଷୟରେ ପ୍ରଶାସନ କିଛି ସୂଚନା ଦେଇନାହାନ୍ତି |