ପୁରୀରେ ଆଇପିଏଲ ଟ୍ରଫି | ଆସନ୍ତା ମାର୍ଚ୍ଚରୁ ଆଇପିଏଲ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜା ଅର୍ଚ୍ଚନା କରାପୁରୀରେ ଆଇପିଏଲ ଟ୍ରଫି | ଆସନ୍ତା ମାର୍ଚ୍ଚରୁ ଆଇପିଏଲ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜା ଅର୍ଚ୍ଚନା କରାଯାଇଛି |
ଟ୍ରଫିକୁ ଦେଖିବା ପାଇଁ ପ୍ରବଳ ଲୋକଙ୍କ ଭିଡ ଜମିଥିଲା | ଚଳିତ ବର୍ଷ ଯେପରି ଆଇପିଏଲ ଟ୍ରଫି ନିଜ କବଜାରେ ରଖି ସେନେଇ ସଦସ୍ୟ ମାନେ ଆଶାବାଦୀ ଅଛନ୍ତି |
ଯାହାକୁ ନେଇ ଏହି ଟ୍ରଫିକୁ କୋଲକାତା ନାଇଟ୍ସ ରାଇଡ଼ର୍ସ ଫ୍ରାଞ୍ଚାଇଜର ସଦସ୍ୟ ମାନେ ଆଜି ଶ୍ରୀମନ୍ଦିରକୁ ଆଣି ପୁଜାର୍ଚ୍ଚନା କରିଛନ୍ତି |ପୁରୀରେ ଆଇପିଏଲ ଟ୍ରଫି | ଆସନ୍ତା ମାର୍ଚ୍ଚରୁ ଆଇପିଏଲ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜା ଅର୍ଚ୍ଚନା କରାଯାଇଛି |