ରାଜକନିକା ଥାନା ଅନ୍ତର୍ଗତ କଣ୍ଡିଆ ଫାଣ୍ଡି ଅଧିନସ୍ଥ କଣ୍ଡିଆ ଗାଁର ନଦୀ ପଠାରୁ ଚୋରା ବାଲି ଉଠାଇ ସେହି ଗାଁର ନିର୍ମଳ କୁମାର ପଣ୍ଡାଙ୍କ ଜାଗା ଦେଇ ଦିନକୁ ଏକାଧିକ ଟ୍ରାକ୍ଟର ଜୋର ଜବରଦସ୍ତ ଯାଉଥିବାରୁ ଏହାକୁ ନିର୍ମଳ ବିରୋଧ କରିଥିଲେ ଯାହାକୁ ନେଇ ଏହି ଚୋରା ବାଲି ଉଠାଣ କାର୍ଯ୍ୟରେ ଲିପ୍ତଥିବା ବ୍ୟାକ୍ତିମାନେ ଅତର୍କିତ ଆକ୍ରମଣ କରିଥିଲେ ଯାହା ଫଳରେ ନିର୍ମଳ ଓ ତାଙ୍କ ସମ୍ପର୍କୀୟ ପଙ୍କଜ ଆସି ରାଜକନିକା ଥାନାର ଦ୍ୱାରସ୍ତ ହୋଇ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି।