ଶୀତଦିନେ ଅଧିକାଂଶ ଲୋକ ଚା’ ପିଇବାକୁ ପସନ୍ଦ କରିଥାନ୍ତି | ଏବନନ ଚା’ ରେ ଅଦା ,ତେଜପତ୍ର, ଗୋଲମରିଚ , ଗୁଜୁରାତି ଆଦି ପକାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ |
ଡାଲଚିନିକୁ ଆମେ ଗରମ ମସଲା ଭବେ ତରକାରୀ ଆଦିରେ ବ୍ୟବହାର କରାଯାଏ | ଏହା ଖାଦ୍ୟର ସ୍ବାଦକୁ ବଢ଼ାଇଥାଏ |
କିନ୍ତୁ ଯଦି ଆମେ ଏହାକୁ ଚା’ ରେ ପକାଇ ପିଇବା ଦ୍ୱାରା ହୃଦୟ ଜଡିତ ସମସ୍ୟାକୁ ଦୂର କରିଥାଏ | ଏହାକୁ ଉଚ୍ଚ
ରକ୍ତ ଚାପ ରୋଗୀ ପିଇବା ଦ୍ୱାରା ଏହା କଣ୍ଟ୍ରୋଲ କରିଥାଏ | ଏଥିରେ ଭିଟାମିନ, ମିନେରାଲସ ରହିଛି ଯାହା ଆମ ଶରୀର ପାଇଁ ଲାଭଦାୟକ |