କାହା ଅବହେଳା ପାଇଁ ବାରବାଟୀ ହେଲା ଅନ୍ଧାର? ବାରବାଟୀ ଲଜ୍ୟା ପାଇଁ ଦାୟୀ କିଏ ?ମ୍ୟାଚ ବେଳେ ଲିଭିଗଲା ଫ୍ଲଡ଼ ଲାଇଟ |୨୮ ମିନଟ ପରେ ବାରବାଟୀ କୁ ଆସିଲା ଲାଇଟ |ଯାହାକୁ ନେଇ ଦର୍ଶକ ଓ ଖେଳାଳି ମାନଙ୍କ ଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି |ଆଜି ଭାରତ -ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ ଚାଲିଥିବା ବେଳେ ବାରମ୍ବାର ବନ୍ଦହୋଇଯାଇଥିଲା ଫ୍ଲଡ଼ ଲାଇଟ |ଏହି ସମୟରେ ରୋହିତଶର୍ମା ଓ ଶୁଭମ ଗିଲ ବ୍ୟାଟିଂ କରୁଥିଲେ |୩୦୫ ରନର ବିଜୟ ଲକ୍ଷ ନେଇ ଧୂଆଁ ଧର ବ୍ୟାଟିଂ କରୁଥିଲେ ଦୁଇ ଜଣ ବ୍ୟାଟ୍ସ ମ୍ୟାନ |ମ୍ୟାଚ ସ୍ଥଗିତ ରହିବାରୁ ରୋହିତ ଶର୍ମା ତୀବ୍ର ବିରକ୍ତ ହୋଇଥିଲେ |ଫ୍ଲଡ଼ ଲାଇଟ ର ବନ୍ଦକୁ ନେଇ ସାରା ବିଶ୍ୱରେ ଉଠିଲା ପ୍ରଶ୍ନ |ଷ୍ଟାଡିୟମ ରେ ଘୋର ଅନ୍ଧାର, ଦର୍ଶକ ଙ୍କ ପ୍ରଶ୍ନ ପାଇଁ ଦାୟୀ କିଏ ?କାହିଁକି ଅନ୍ଧାର ହେଲା ବାରବାଟୀ |ଅନ୍ତର୍ଜାତୀୟ ମ୍ୟାଟଚ ରେ ଅଧଘଣ୍ଟା କେମିତି କଟିଲା ଲାଇଟ| ଦୀର୍ଘ ୫ ବର୍ଷ ପରେ ବାରବାଟୀ କୁ ମିଳିଥିଲା ମ୍ୟାଚର ସୁଯଗ | କିଏ କଲା ଅବହେଳା |ପୂର୍ବରୁ ବୋତଲ ଫିଙ୍ଗାଫୋପଡ଼ା କୁ ନେଇ ବଦନାମ ହେଇ ଥିଲା ବାରବାଟୀ |ଏବେ ଇଣ୍ଡିଆ -ଇଂଲଣ୍ଡ ଟକ୍କର ବେଳେ କାହିଁକି ଅନ୍ଧାର ହେଲା ଷ୍ଟାଡିୟମ ?କ୍ରିକେଟ ଇତିହାସ ରେ ଯୋଡିହେଲା କଳଙ୍କ|ରୋହିତ ଙ୍କ ଦମଦାରପ୍ରଦସନ ବେଳେ କଟିଗଲା ଲାଇଟ |ତୀବ୍ର ପ୍ରତିକିୟପ୍ରକାଶ କଲେ ଦର୍ଶକ |ଓଡିଶା ର ସଂମାନ ବିଶ୍ୱ ଦରବାରରେ କାହିଁକି ହେଲା ଅବନତି |