ମହାକୁମ୍ଭରେସାମିଲ ହେବେ ରାଷ୍ଟ୍ରପତି ଦ୍ରୌଡ଼ପତିମୄମୁ| ଆଜି ସଙ୍ଗମ ରେ ପକାଇବେ ଆସ୍ଥାର ବୁଡ଼ |ସେ ସକାଳ ୧୧ ରେ ପ୍ରୟାଗରାଜ ପହିଁଚିବାବେଳେ ସେଠାରେ ଅପରାହ୍ନ ୪ ଟା ଯାଏ ରହିବାର କାର୍ଯ୍ୟକ୍ରମ କରାଯାଇଛି |ଏହି ସମୟରେ ସଙ୍ଗମ ନୋଜ୍ ପହିଁଚି ତ୍ରିବେଣୀ ସଙ୍ଗମ ରେ ପବିତ୍ରସ୍ନାନ ଓ ପୂଜାକରିବେ ମହାମହିମ | ପରେ ଅକ୍ଷୟବଟ ଓ ବଡେ ହନୁମାନ ମନ୍ଦିର ଦର୍ଶନ ସହିତ ପୂଜାର୍ଚ୍ଚନା କରିବାର କାର୍ଯ୍ୟକର୍ମ ରଖାଯାଇଛି |ରାଷ୍ଟ୍ରପତି ଙ୍କ ଗସ୍ତକୁ ଦୃଷ୍ଟି ରେ ରଖି ପ୍ରୟାଗରାଜ ରେ ସୁରକ୍ଷାଵେବସ୍ତା କୁ କଡାକଡ଼ି ରଖାଯାଇଛି |ଏହି ସମୟରେ ତାଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଉପସ୍ଥିତ ରହିବେ |ଏହା ପୃବରୁ ଦେଶର ପ୍ରଥମ ରାଷ୍ଟ୍ରପତି ଡ଼.ରାଜେନ୍ଦ୍ର ପ୍ରସାଦ କୁମ୍ଭ ରେ ପବିତ୍ର ବୁଡ଼ ପକାଇଥିଲେ |