ସରିଲା ବନବାସ ଫେରିଲା ବିଜେପି ୨୭ ବର୍ଷା ପରେ ଆପକୁ ହରାଇ ଦିଲ୍ଲୀଗଡ ଦଖଲ କରିଛି ଭାରତୀୟ ଜନତାପାର୍ଟି |କହି କହି ଦିଲ୍ଲୀ ବିଧାନସଭା ନିର୍ବାଚନ ରେ ବାଜି ମାରିନେଲା ବିଜେପି |ଏ ନେଇ ବିଜେପି କ୍ରମି ଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି |ସେମାନେ ମଧ୍ୟ ବିଜୟ ର ସେଲିବ୍ରେସନକରିଛନ୍ତି |୨୦୨୬ ରେ ପଶ୍ଚିମବଙ୍ଗ ପାଳି ,ଦିଲ୍ଲୀ ବିଜୟ ପରେ ଦିଦିଙ୍କୁ କିଏ ଦେଲେ ଚେତାବନୀ ?ଦିଲ୍ଲୀର ବିଜୟ ପରେ ଉତ୍ସାହିତପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ଚେତାବନୀ ଦେଇଛନ୍ତି |କହିଛନ୍ତି ଏଥର ପଶ୍ଚିମବଙ୍ଗପାଳି |ଦିଲ୍ଲୀ ର ବିଜୟ ଆମ ର ବିଜୟ ବୋଲି ପଶ୍ଚିମବଙ୍ଗବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଗାନ ମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଛନ୍ତି |ଆମ ଆଦମୀ ପାର୍ଟି ସରକାର ଜନତାଙ୍କୁ ଦେଇଥିବା ପ୍ରତିଶୃତି ପୁରଣକରିନାହିଁ |ଦିଲ୍ଲୀ ପରି ପଶ୍ଚିମବଙ୍ଗରେ ଭାଜପା ଲହର ଚାଲିବ |ତୃଣମୂଳ ସରକାର ଦ୍ୱାରା ହୋଇଥିବା ଘୋଟଲା ଓ ପୋଲିସ କ୍ରମି ଙ୍କ ଦୂରପଯୁଗକୁ ରୋକ ଯିବ|ପଶ୍ଚିମବଙ୍ଗଜନତା ପ୍ରସ୍ତୁତ ଅଛନ୍ତି ୨୦୨୬ନିର୍ବାଚନ ରେ ତୃଣମୂଳ କଂଗ୍ରେସ ସରକାର ଉପରେ ଭାରିପଡିବ ବିଜେପି ”