ଇସ୍ତଫା ଦେଲେ ଆତିଶୀ|ଦିଲ୍ଲୀରେ ଆପ ପରାଜୟ ପରେ ଆଜି ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀମାର୍ଲେନା|ରାଜଭବନ ରେ ପଂହଁଚିଉପରାଜ୍ୟପାଳ ଙ୍କୁ ଭେଟି ସେ ଟଙ୍କେର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି |ଶନିବାର ଆସିଥିବା ନିର୍ବାଚନ ଫଳାଫଳରେ ବିଜେପି ୪୮ ଏବଂ ଆମ ଆଦମୀ ପାର୍ଟି ୨୨ ସିଟ ମିଳିଛି |ଆତିଶୀ କାଲକାଜି ବିଧାନ ସଭା ସିଟ ରୁ ବିଜୟ ଲାଭ କରିଛନ୍ତି |ରମେଶ ବିଧୁରୀଙ୍କୁ ୩୫୦୦ ଅଧିକ ଭୋଟରେ ହରାଇଛନ୍ତି |ଆତିଶୀ ଆପ ଅନେକ ବଡ ବଡ ନେତା ହରିଛନ୍ତି|ଦିଲ୍ଲୀ ଅକ୍ତିଆର କରିଛି ଭାରତୀୟ ଜନତା ପାର୍ଟି |ତେବେ ବିଜେପି ପକ୍ଷରୁ ଏ ପର୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହବ ସେ ନେଇ କିଛି ଘୋଷଣା କରାଯାଇଛି ଆଜି ସନ୍ଧ୍ୟା ରେ ଦିଲ୍ଲୀ ବିଜେପି ଅଧକ୍ଷ ସମସ୍ତ ଜିତିଥିବା ବିଧାୟକ ଙ୍କୁ ସାକ୍ଷାତ କରିବେ |ମୋଦି ବିଦେଶ ଗସ୍ତରୁ ଫେରିବା ପରେ ଶପଥ ଉତ୍ସବ କାର୍ଯ୍ୟକ୍ରମ ହେବାର ସମ୍ଭାବନା ରହିଛି |