କାହାର ଫିଟିବ ଭାଗ୍ୟ ?କିଏ ଗଢ଼ିବ ସରକାର ?କାହାର ହେବ ଦିଲ୍ଲୀ?ଆସିବାରେ ଲାଗିଛି ଦିଲ୍ଲୀ ବିଧାନସଭା ନିର୍ବାଚନର ଟ୍ରେଣ୍ଡ |ବିଜେପି ବାଜିମାତ କରିବା ନା ଆପ ଜିତିବ?ମୋଟ ୧୯ଟି କେନ୍ଦ୍ରରେଭୋଟ ଗଣତି ପାଇଁ ୨ କମ୍ପାନୀ ଅର୍ଦ୍ଧସାମରିକବାହିନୀ ଓ ଦିଲ୍ଲୀ ପୋଲିସ କର୍ମଚାରୀ ଙ୍କ ତ୍ରିସ୍ତରୀୟ ସୁରକ୍ଷ୍ୟା ଵେବସ୍ତା କଡାକଡୀ ଭାବେ କରାଯାଇଛି |ଦିଲ୍ଲୀ ବିଧାନସଭା ନିର୍ବାଚନ ରେ ବିଜେପି ୪୩ ଆସନରେ ଆଗୁଆ ରହିଛି| ନୂଆଦିଲ୍ଲୀ ଆସନ ରେ ଅରବିନ୍ଦକେଜ୍ରିୱାଲ ପଛୁଆ ରହିଥିବାବେଳେ ବିଜେପି ର ଅରୁଣଶର୍ମା ପଛୁଆ ରହିଛି |ଗୁରୁତ୍ୱପୁର୍ଣ କଥା ହେଲା ଦିଲ୍ଲୀର ହେବିୱଟ ନେତାମାନେଏଥର ପଛରେ ପଡିଯାଇଛନ୍ତି |