ଓଲିଉଡ଼ ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ ,ଭେଣ୍ଟିଲେଟର ରେ ଚାଲିଛି ଚିକିତ୍ସା |ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଗୁରୁତର ଅବସ୍ଥାରେ ଭର୍ତି କରାଯାଇଛି |ପ୍ରଥମେ ଆଇସିୟୁ ରେ ଗୁରୁତର ଅବସ୍ଥାରେ ଚଗିକିଷ୍ଟ କରାଯାଉଥିଲା ,ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭେଣ୍ଟିଲେଟର ରେ ରଖାଯାଇଥିବାର ସୂଚନା ମିଳିଛି|ଦୀର୍ଘ ଦିନ ହେବ ସେ ଅସୁସ୍ଥଥିବା ସୂଚନା ମିଳିଛି |ଉତ୍ତମ ମହାନ୍ତି ମୟୁରଭଞ୍ଜ ଜିଲ୍ଲାର ବାରିପଦା ରେ ଜନ୍ମ ତାଙ୍କର ସର୍ବମୋଟ ୧୩୫ ଟି ଓଡ଼ିଆ ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ସେ ଅଭିନୟ କରିଥିଲେ |