ବାରବାଟୀରେ କାଲି ଭାରତ- ଇଂଲଣ୍ଡ ଦ୍ୱିତୀୟ ଦିନିକିଆ |ଗତକାଲିଭୁବନେଶ୍ୱର ଆସି ପହଁଚିସାରିଛନ୍ତିଟିମ
ଇଣ୍ଡିଆ ଓ ଟିମ ଇଂଲଣ୍ଡ|ଆଜି ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି |ଆଜି ଟିମଇଣ୍ଡିଆ ଅଭ୍ୟାସ ପାଇଁଯିବା ବରବାଟୀକୁ|ଭାରତୀୟ ଦଳ ଆଜି ଅପରାହ୍ନ ୫ରେ ଅଭ୍ୟାସ କରିବାର ନିଷ୍ପତି ନେଇଛନ୍ତି ରୋହିତଶର୍ମା |ଇଂଲଣ୍ଡ ଟିମ ଅଭ୍ୟାସ କରିବାକୁ ଜୀବନାହିଁ |ଖେଳାଳିମାନେ ମେ ଫେୟାରେ ରହୁଥିବାରୁ ଅଭ୍ୟାସ ଓ ରବିବାର ମ୍ୟାଚ ପାଇଁ ପରିବହନ କରିବାକୁ ଓସିଏ ପକ୍ଷ୍ୟରୁ ସ୍ୱତନ୍ତ୍ର ବ୍ୟବସ୍ତା ରହିଛି |ଓସିଏ ପକ୍ଷ୍ୟରୁ ୫ଟି ସ୍ୱତନ୍ତ୍ର ବସ ସହ କିଛି ଇନୋଭା ଗାଡି କମିସନରେଟ ପୋଲିସ କୁ ହସ୍ତାନ୍ତର କରାଯାଇଛି |ଉଭୟ ଦଳର ଅଭ୍ୟାସ ପାଇଁ ସ୍ୱତନ୍ତ୍ର ପିଚ ନିର୍ମାଣ ହୋଇଥିବା ବେଳେ ପୋଲିସ ପକ୍ଷ୍ୟ ରୁ କଡା ସୁରକ୍ଷ୍ୟା ର ମଧ୍ୟ ଵେବସ୍ତା ରହିଛି |ଦର୍ଶକଙ୍କଭିଡ଼କୁ ଅନୁମାନ କରାଯାଇ କଡା ସୁରକ୍ଷ୍ୟା ର ମଧ୍ୟ ଵେବସ୍ତା କରାଯାଇଛି |