ଆପଣ ମାନେ ଜାଣିଥିବେ କି ଅପରାଜିତା ଫୁଲ ହେଉଛି ଭଗବାନ ଶିବଙ୍କ ଅତି ପ୍ରିୟ ଏହାକୁ ଅନେକ ଲୋକ ମାନେ ନୀଳକାନ୍ତ ବୋଲି ମଧ୍ୟ କୁହନ୍ତି । କେବଳ ଏତିକି ନୁହେଁ ଏହାକୁ ମା ଦୂର୍ଗା ଙ୍କୁ ମଧ୍ୟ ଅର୍ପଣ କରାଯାଏ । କୁହାଯାଏ କି ଅପରାଜିତା ହେଉଛି ଭଗବାନ ଶିବ ଓ ମା ପାର୍ବତୀ ଙ୍କ ପ୍ରତୀକ । ତେଣୁ ଏହା ସବୁ ଜାଗାରେ ଦେଖିବା ପାଇଁ ମିଳେ। କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁ ଆଡେ ଆପଣ ଦେଖି ପାଇବେଏହି ଫୁଲକୁ। ଏହା ଏକ ଲଟା ଜାତୀୟ ଉଦ୍ଭିଦ ଅଟେ । ଏହା ସହ ଆପଣ ଜାଣିଥିବେ କି ଏହାକୁ ବିଭିନ୍ନ ଉପାୟରେ ମଧ୍ୟ ବ୍ୟବହାର କାରାଯାଏ । ଆସନ୍ତୁ ଜାଣିବା ଏହା କଣ କଣ ଅଟେ । ଏହି ଫୁଲକୁ କିଭଳି ଭାବେ ଆମେ ବ୍ୟବହାର କରି ପାରିବା । କିନ୍ତୁ ଏହାକୁ କରିବା ବେଳେ ଆପଣଙ୍କୁ କେହି ନ ଦେଖିଲେ ଭଲ କିମ୍ବା କେହି ଆପଣଙ୍କ ସହ କଥା ନ ହେଲେ ଆହୁରି ଭଲ । ଆପଣଙ୍କ ଘରେ ଯଦି ଚିନ୍ତା ଥାଏ କିମ୍ବା କିଛି ଅଶୁଭ ନଜର ଥିବାର ଆପଣ ଭାବୁ ଥିବେ ତେବେ ଆପଣ ଏହାର ଏକ ହାର ବନେଇକି ଏହାକୁ ଦୁଆର ମୁହଁ ରେ ଟଙ୍ଗେଇ ଦିଅନ୍ତୁ । ଦେଖିବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଏହି ଫୁଲକୁ ବିଷ୍ଣୁ ପ୍ରିୟା କୁହାଯାଏ । ଏହା କେବଳ ଶିବ ଭଗବାନ ଙ୍କ ପ୍ରିୟ ତାହା ନୁହେଁ ଏହା ଭଗାବାନ ହନୁମାନ ଜି ଙ୍କର ମଧ୍ୟ ପ୍ରିୟ ଅଟେ । ଏହା ତନ୍ତ୍ର ମନ୍ତ୍ର କୁ ମଧ୍ୟ ଦୂର କରିଥାଏ । ଯଦି ଏହାକୁ ହନୁମାନ ଙ୍କୁ ଚଢାଇ ବା ପରେ ଏହାକୁ ଆଣି ଘର ଦୁଆର ମୁହଁ ରେ ରଖିବା କିମ୍ବା ଟଙ୍ଗାଇବା ତେବେ ଏହା ଖୁବ ଭଲ ପରିଣାମ ଦେବ । କେବଳ ସେତିକି ନୁହେଁ ଆପଣ ଯଦି ଏହାକୁ ସୋମ ବାର କିମ୍ବା ଶନି ବାର ଦିନ 5 ଟି ଫୁଲ ତୋଳି ଏହାକୁ ନେଇ ପାଣିରେ ଭସାଇ ଦେଇ ଆସିବେ । ମନେ ରଖନ୍ତୁ ଏହା କରିବା ବେଳେ କେହି ଜେଭଳି ଆପଣଙ୍କୁ ନ ଦେଖନ୍ତୁ । ସେଥି ପାଇଁ ଧ୍ୟାନ ଦିଅନ୍ତୁ । ଘରକୁ ଆଶି ନିଜ ଇଷ୍ଟ ଦେବା ଦେବୀଙ୍କୁ ଧ୍ୟାନ କରନ୍ତୁ ଏଭଳି କରିବା ଦ୍ଵାରା ଧନର ସମସ୍ୟା ଦୂର ହୋଇ ଥାଏ । ଏହି ନିୟମକୁ ଆପଣ ପାଞ୍ଚ ଦିନ ଯାଏ ନିୟମିତ କରନ୍ତୁ । ଯଦି ଆପଣ ନିଜ ମନ ଇଚ୍ଛା ଚାକିରି ପାଇବା ପାଇଁ ଆପଣ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଆପଣ ଛାହୁ ଥିବା ଚାକିରି ଆପଣଙ୍କୁ ମିଳି ଜୀବ । ଯେଉଁ ମାନେ ଏହା ଚାହାଁନ୍ତି ସେମାନେ ୧୧ ଟି ଅପରାଜିତା ଫୁଲ ନେଇଇ ମା ଦୂର୍ଗା ଙ୍କୁ ଅରପଣ କରନ୍ତୁ ସେହି ଯାଏ ଅରପଣ କରନ୍ତୁ ଯେଉଁ ଯାଏ ଆପଣଙ୍କ ମନସ୍କାମନା ପୂରଣ ନ ହୋଇଛି । ଆପଣ ଏହାକୁ ନବ ରାତ୍ରି ରେ କରନ୍ତୁ । ଯଦି ଆପଣ ଏହାକୁ ନବ ରାତ୍ର ରେ କରି ପାରି ନାହାନ୍ତି ଏହା ସଋ ଯାଇଛି ତେବେ ଆପଣ ଏହାକୁ ପ୍ରତେକ ମଙ୍ଗଲ ବାର ଦିନ କରି ପାରିବେ ।