ଫେବୃୟାରୀ ମାସରୁ ଡ଼ରାଇଲାଣି ଖରା | ଆଜି ରାଜ୍ୟରେ ୮ ସହରରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ସମସ୍ତ ସହରର ତାପମାତ୍ର ୩ୟ ଡିଗ୍ରୀ ଉପରେ ରହିଛି | ବଲାଙ୍ଗୀରି ଓ ମାଲକାନଗିରିରେ ୩୬ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ୩୫.୯ ଭବାନୀପାଟଣାରେ ୩୫.୫ ଓ ଅନୁଗୁଳୁରେ ୩୫.୧ ଡିଗ୍ରୀ ରେକର୍ଡ କରାଯାଇଛି |
ଆସନ୍ତା ୪ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛନ୍ତି |