ଏବେ ଟାର୍ଗେଟରେ କଂଗ୍ରେସର ପିସିସି ସଭାପତି ଜୟଦେବ ଜେନା |ଜୟଦେବଙ୍କୁ ଆସିଲା ଧମକପୂର୍ଣ୍ଣ କଲ, ଅଜଣା ନମ୍ବରରୁ ଆସିଲା ୫୦ ଲକ୍ଷ୍ୟର ଧମକ, ୫୦ ଲକ୍ଷ୍ୟ ଦିଅ ନହେଲେ ଜୀବନରୁ ମାରିଦେବୁ ,ଧମକ ଦେଉଥିବା ଲୋକ ଓଡ଼ିଆ ଭାଷାରେ କଥା ହେଉଥିଲେ|ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏ ନେଇ ଅଭିଯୋଗ ଦେଇଛନ୍ତି ଜୟଦେବ ଜେନା |ଆମ ରାଜ୍ୟ ରେ ଆଇନ ଶୃଙ୍ଖଳ ବ୍ୟବସ୍ତା ଭୁସୁଡ଼ିଥିବା ଅଭିଯୋଗ ଆଣିଛନ୍ତି ପିସିସି ସଭାପତି |ଏହି ଧମକକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜୟଦେବ ଜେନା ଅଭିଯୋଗକରିଛନ୍ତି ବୋଲି ଗଣମାଧ୍ୟରୁ ସୂଚନା ମିଳିଛି |