ଆମେରିକାରେ ବିମାନ ଦୁର୍ଘଟଣା | ଫିଲାଡେଲଫିଆରେ ଦୁଇଟି ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି | ଉଡାନା ଭରିବାର ୩୦ ମିନିଟ ପରେ ଏଭଳି ଅଘଟଣ ଘଟିଛି | ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ଏକ ସପିଙ୍ଗ ମାଲ ନିକଟରେ ଏହି ଅଘଟଣ ଘଟିଥିଲା | ବିମାନଟି ନର୍ଥ- ଇଷ୍ଟ ଫିଲାଡେଲଫିଆ ବିମାନବନ୍ଦରରୁ ଉଡାନା ଭରିଥିଲା | ଟେକ ଅଫ କରିବାର ୩୦ସେକେଣ୍ଡ ପରେ ଏହି ବିମାନ କ୍ରାସ ହୋଇଥିଲା | ଏଥିରେ ୬୭ ଜଣକ ଜୀବନ ଯାଇଥିଲା |