ସଂସଦରେ ବଜେଟ ଉପସ୍ଥାପନା କରିଚାହଁନ୍ତି ଅର୍ଥମନ୍ତ୍ରୀ ସୀତା ରମଣ | ତେବେ କଣ ଶସ୍ତା ଓ କଣ ଛାଡ଼ ହୋଇଛି | ଏହି ବଜେଟ୍ରେ କୃଷକ, ମହିଳା, ଯୁବଗୋଷ୍ଠୀଙ୍କୁ ଗୁରୁତ୍ୱ ଦେବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଗରୁତ୍ବ ଦିଆଯାଇଛି | ଦେଶରେ ସ୍ୱାସ୍ଥ୍ୟସେବାର ଅଗ୍ରଗତି ପାଇଁ ୧୦ ବର୍ଷରେ ମେଡିକାଲ ସିଟ ବୃଦ୍ଧି କରାଯିବ |
ଏହା ବ୍ୟତୀତ ଡାକ୍ତରୀ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ସିଟ ବୃଦ୍ଧି କରିଆବକୁ ଘୋଷଣ ହୋଇଛି | ଅର୍ଥମନ୍ତ୍ରୀ କହିଛନ୍ତି ୫ ବାରଶହ ମଧ୍ୟରେ ୧୦ ହଜାର ସିଟ ବୃଦ୍ଧି କରାଯିବ | ଏହା ବ୍ୟତୀତ AI ଶିକ୍ଷା ପାଇଁ ୫୦୦ କୋଟି ଟଙ୍କାର ବଜେଟ ରହିଛି |