ନାସା ଅଭିଯାନରେ ଯିବେ ଭାରତୀୟ ଯବାନ | ଭରତୀୟ ପାଇଲଟ ଶୁଭାଂଶୁ ଶୁକ୍ଳା |ନାସାର ମିଶନ ଫୋର ଅଭିଯାନରେ ସାମିଲ ହୋଇଛନ୍ତି | ମିଶନ ଫୋର ଅଭିଯାନର ପାଇଲଟ ଭାବେ ଶୁଭାଂଶୁଙ୍କୁ ବଛା ଯାଇଛି | ପ୍ରଥମ ଭାରତୀୟ ବାୟୁସେନାର ପାଇଲଟ ଭାବେ ଶୁଭାଂଶୁ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ କୁ ଯିବେ ଶୁଭାଂଶୁ ଶୁକ୍ଳା | ଏହା ପୂର୍ବରୁ ଇସ୍ରୋର ଗଗନଯାନ ଅଭିଯାନ ପାଇଁ ଚୟନ ହୋଇ ଟ୍ରେନିଂ ନେଇ ସାରିଛନ୍ତି ଶୁଭାଂଶୁ | ରାକେଶ ଶର୍ମାଙ୍କ ପରେ ମହାକାଶକୁ ଯିବାରେ ଦ୍ୱିତୀୟ ଭାରତୀୟ ହେବାକୁ ଯାଉଛନ୍ତି ଶୁଭାଂଶୁ |