ଖାଦ୍ୟ ଆମ ଜୀବନରେ ସବୁଠାରୁ ଗରୁତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ଉତ୍ତମ ଖାଦ୍ୟ ଖାଇଲେ ବ୍ୟକ୍ତି ସୁସ୍ଥ ରହିଥାଏ | ଆଜିକା ସମୟରେ ମଧୁମେହ ଏକ ସାଧାରଣ ସମସ୍ୟା ପାଲଟିଗଲାଣି | ତେଣୁ ଆପଣମାନେ ଜାଣିଛନ୍ତି କି ପଣସ ଖାଇବା ଦ୍ୱାରା ମଧୁ ମେହ ନିୟନ୍ତ୍ରିତ ହୋଇଥାଏ | ପଣସ ଏପରି ଏକ ଫଳ ଯାହାକୁ କଞ୍ଚା ଅବସ୍ଥାରେ ଆମେ ପାରିବ ଭାବେ ବ୍ୟବହାର କରିଥାନ୍ତି |
ପଣାସର କଞ୍ଚା ସମୟକୁ ଆମେ ପଣସ କଠା ଭାବେ ଜାଣନ୍ତି | ଏହି ପଣସ କଠା ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାରୀ |
ଏହା ଛଡା ଓଜନ ହ୍ରାସ ପାଇଁ ମନ୍ଦେହେ ଔଷଧ ପରିଓ କାମ କରେ | ଏଥିରେ କାମ କ୍ୟାଲୋରି ଥିବା ହେତୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ |