ବଡ ଦାଣ୍ଡରେ ଉଚ୍ଛେଦ ହୋଇଥିବା ଉଠା ଦୋକାନୀମାନଙ୍କୁ ପରିକ୍ରମା ପ୍ରକଳ୍ପ ସମୟରେ 2ମାସ ଭିତରେ ଥଇଥାନ କରିବା କହି 15 ମାସ ହୋଇଗଲା ଥଇଥାନ ହେଲା ନାହିଁ। ସେଥିପାଇଁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ଉଠା ଦୋକାନୀ ଭାଇ ମାନେ ନିର୍ଜଳ ଉପବାସ କରିଛନ୍ତି ଯେ ପର୍ଯ୍ୟନ୍ତ ମୋଦି ଓଡ଼ିଶାରେ ଅଛନ୍ତି