ଓଡିଶାର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ପୁଣି ବର୍ଷିଲେ ସୁଲତା। କହିଲେ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ନେଇ ସାମ୍ବାଦିକ ସମ୍ମିଳନୀ କରିଥିଲି। ଓଡିଶାରେ ଯେପରି କ୍ରାଇମ ବଢି ଚାଲିଛି, ଆମକୁ ମାନିବାକୁ ପଡ଼ିବ ଏହା ପୋଲିସ ବିଭାଗକୁ ଚ୍ୟାଲେଞ୍ଜ ଦିଆଯାଉଛି। ସହଦେବଙ୍ଏକ ହତ୍ୟାକାଣ୍ତ ଗୋଟେ ନର୍ମାଲ ମର୍ଡର୍ ନଥିଲା। ପ୍ରଧାନମନ୍ତ୍ରୀ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଉଦଘାଟନ ସମୟରେ, କଡା ସୁରକ୍ଷା ବଳୟ ମଧ୍ୟରେ ଏଭଳି ଘଟଣା ଘଟିଥିଲା। ଏବେ ନର୍ମାଲ କ୍ରାଇମ ହେଉନି। ପୋଲିସ କୁ ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ। ଜାନୁଆରୀ ୨୬ ତାରିଖ ରାତିରେ ଚାରିଆଡ଼େ ପୋଲିସ ଥିଲେ। ପୂର୍ବତନ ମନ୍ତ୍ରୀ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଙ୍କ ଘରେ ଚୋର ପଶିଲେ। ସିଷ୍ଟମଙ୍କୁ ଚ୍ୟାଲେଞ୍ଜ ଦିଆଯାଉଛି। ଯଦି ଆକ୍ସନ ହେଇଥାନ୍ତା, ତେବେ ଉତ୍କର୍ଷ ଓଡ଼ିଶା ବେଳେ ପୁଣି ତାଙ୍କ ଘରେ ଚୋର ପଶି ନଥାନ୍ତା। କ୍ରିମିନାଲ ମାନେ ଖୁଲମ୍ ଖୁଲା ପୋଲିସ ବିଭାଗକୁ ଚ୍ୟାଲେଞ୍ଜ ଦେଉଛନ୍ତି। ଆମେ ଅପରାଧ କରୁଛୁ, ଆମର କଣ କରିବା କଥା କର। ଏଇ ଅପାରଗତା ଏହି ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ।