ଆପଣ ମାନେ ଜାଣିଥିବେ କିସମିସ ଦେହ ପାଇଁ ଅତ୍ୟନ୍ତ ଉପକାରୀ | ଏଥିରୁ ଅନେକ ପୋଷକ ତତ୍ୱ ମିଳିଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ | ଏଥିରେ ଆଇରନ, କ୍ୟାଲସିୟମ , ପ୍ରୋଟିନ ମିଳିଥାଏ | କଳା କିସମିସ ରୁ ପ୍ରଚୁର ପରିମାଣରେ ମିଳିଥାଏ | ଯାହା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ |
ଖାଲି ପେଟରେ ଭିଯାଇଥିବା କଳା କିସମିସ ଖାଇବା ଶରୀରକୁ ଅନେକ ପ୍ରକାର ପୋଷକ ତତ୍ତ୍ୱ ମିଳିଥାଏ ଏବଂ ଏହା ସହଜରେ ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ | ତେଣୁ ମହିଳା ମାନେ ଖାଲି ପେବତାରେ ପ୍ରତିଦିନ କଳା କିସମିସ ଖାଇବା ଜରୁରୀ |
କଳା କିସମିସରେ ଆମିନୋ ଏସିଡ ମିଳିଥାଏ , ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ | ଆମିନୋ ଏସିଡ ମହିଳାମାନଙ୍କ ଗର୍ଭଧାରଣର ସମ୍ଭାବନାକୁ ବୃଢ଼ହି କରିଥାଏ |ତେଣୁ ମହିଳାମାନେ ପ୍ରତିଦିନ କିସମିସ ଖାଇବା ଉଚିତ |