କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ରାଜପୁଟ ପଞ୍ଚାୟତ ଠାରେ 76ତମ ସାଧାରଣ ତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି, ଏହି ଅଵସରରେ ରାଜ୍ ପୁଟ ପଞ୍ଚାୟତର ସରପଞ୍ଚ ପିତାମ୍ବର କିରସାନି ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ, ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଜନଗଣ ମନ ଅଧିନାୟକ ଜୟ ହୈ ଉପରେ ରାଷ୍ଟ୍ର ଗାନ କରିଥିଲେ, ସ୍ଥାନୀୟ ସରପଞ୍ଚ ନିଜ ଅଭିଭାଷଣ ରେ ସ୍ୱାଦିନ ସଂଗ୍ରାମୀଙ୍କ ଜୀବନ କାହାଣୀ ଉପରେ ମତ ରଖିଥଲେ , ପଞ୍ଚାୟତର ଉନ୍ନତି ଏବଂ କର୍ମ କ୍ଷେତ୍ରରେ ପଞ୍ଚାୟତ ବାସୀଙ୍କୁ ଆଗୈବାକୁ ପ୍ରେରଣା ଦେଇଥିଲେ, ଆଜିକା ଦିନରେ ଗ୍ରାମ ସ୍ବରାଜ ଅଭିଜାନ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହଇଥିଲା, ଏହି ଅବସରରେ ମୁଖ୍ୟ ଅତିତି ବ୍ଲକ କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ରାଜପୁଟ ପଞ୍ଚାୟତ ଠାରେ 76ତମ ସାଧାରଣ ତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି, ଏହି ଅଵସରରେ ରାଜ୍ ପୁଟ ପଞ୍ଚାୟତର ସରପଞ୍ଚ ପିତାମ୍ବର କିରସାନି ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ, ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଜନଗଣ ମନ ଅଧିନାୟକ ଜୟ ହୈ ଉପରେ ରାଷ୍ଟ୍ର ଗାନ କରିଥିଲେ, ସ୍ଥାନୀୟ ସରପଞ୍ଚ ନିଜ ଅଭିଭାଷଣ ରେ ସ୍ୱାଦିନ ସଂଗ୍ରାମୀଙ୍କ ଜୀବନ କାହାଣୀ ଉପରେ ମତ ରଖିଥଲେ , ପଞ୍ଚାୟତର ଉନ୍ନତି ଏବଂ କର୍ମ କ୍ଷେତ୍ରରେ ପଞ୍ଚାୟତ ବାସୀଙ୍କୁ ଆଗୈବାକୁ ପ୍ରେରଣା ଦେଇଥିଲେ, ଆଜିକା ଦିନରେ ଗ୍ରାମ ସ୍ବରାଜ ଅଭିଜାନ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହଇଥିଲା, ଏହି ଅବସରରେ ମୁଖ୍ୟ ଅତିତି ବ୍ଲକ ଅଧ୍ୟାକ୍ଷା ଲିଲି ଅଣ୍ଟବିରିଆ,ପିତାମ୍ବର କିରୀସାନି, ,ପଞ୍ଚାୟତ ନିର୍ବାହି ଅଧିକାରୀ ଲତା ପାତ୍ର, ରୋଜଗାର ସେବକ ଏ ଡି ଈ ଓ ବନମାଳି ସାହୁ ପେସା ସଂଯୋଜକ ରୁକ୍ମଣୀ ମୁଠାଇ, ପୁର୍ବତନ ସରପଞ୍ଚ ହରିହର ଖରା ସମେତ 13 ଟି ୱାର୍ଡର ୱାର୍ଡ ମେମ୍ବେର , ପ୍ରତ୍ୟେକ ଗ୍ରାମ ର ଗ୍ରାମ ବାସୀ, ଏହି ଅବସରରେ ସରପଞ୍ଚ ପିତାମ୍ବର କିର୍ଶନୀ ଆଜିଦିନରେ ବର , ପିପଳି ଗଛ ବୃକ୍ଷ ରୂପଣ କରିଛନ୍ତି. ଜାତି ଧର୍ମ ବର୍ଣ ନିର୍ବିଶେଷ ରେ ଭେଦ ଭାବ ନ ଥାଇ ସମସ୍ତ ମୌଳିକ ଆଧିକାରରେ ବଞ୍ଚିବା ଏବଂ ସାମୁହିକ ବିକାଶ, ପଞ୍ଚାୟତ ବିକାଶ ସହ ଆଗଇଚାଲବା ସହ ତ୍ରିସ୍ତୋରୀୟ ପଞ୍ଚାୟତି ରାଜ ଉପରେ ସୁଶାସନ ଉପରେ ମତ ବ୍ୟକ୍ତ କରିଥିଲେ. ଏବଂ ଆଇନକୁ ମାନିବେ ସୁଶାସନରେ ବଞ୍ଚିବା ଉପରେ କହିଥିଲେ. ଶାନ୍ତିପୂର୍ଣ ଜୀବନ ଜାପନ ମିଳିମିଶି ରହିବା ଉପରେ ଦୃଷ୍ଟି ଆକର୍ଶଣ କରିଥିଲେ. ଏବଂ ସରକାରୀ ଯୋଜନା ଉପରେ ମୋତବ୍ୟକ୍ତ କରିସାଧାରଣ ତନ୍ତ୍ର ଉପଲକ୍ଷେ, ଦେଶ ବାସୀ, ଜିଲ୍ଲା ଏବଂ ପଞ୍ଚାୟତ ବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ. ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀମତି ଲତା ପାତ୍ର ପଞ୍ଚାୟତ ର ଭିଭିନ୍ନ ଯୋଜନା ଉପରେ ଉପସ୍ଥାପନା କରିଥିଲେ. ରୁଲ ରେଗୁଲ୍ୟାସନ, ସମ୍ଭି ଦାନ ଉପର ଗ୍ରାମ ସଭାରେ ବୁଝାଇଥିଲେ. ପିତାମ୍ବର କିରସାନି ଗ୍ରାମ ଶଭାରେ ସଭାପତିତ୍ୱ କରିଥିଲେ. ପରିସରରେରେ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ମିଷ୍ଟାନ ବଣ୍ଟନ କରିଥିଲେ |