ଫେବୁଆରୀ ୧୭ରେ ଆଗତ ହେବ ରାଜ୍ୟ ବଜେଟ | ଏଥର ବୃଦ୍ଧି ପାଇବ ବଜେଟ ଆକାର | ସାଧାରଣ ଲୋକଙ୍କ ପାଇଁ କିପରି ବଜେଟରେ ଗୁରୁତ୍ୱ ମିଳିବ |ସେନେଇ ବଜେଟ ପ୍ରସ୍ତୁତ ସମୟରେ ଚିନ୍ତା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ |
ଆଜି ପ୍ରାକ ବଜେଟ ପରାମର୍ଶ ନେଇ ବୈଠକରେ ସବିଶେଷ ଆଲୋଚନା ହୋଇଛି | ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥ ବିଶେଷଜ୍ଞ ବଜେଟ ନେଇ ଆଲୋଚନା କରାଯାଇଛି |
ସମସ୍ତ ସଦ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି |ଚାଲିଆଟା ମାସ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲାକ ଅନଲାଇନରେ ମଧ୍ୟ
ମତାମତ ଦେଇ ପାରିବେ | ଆସନ୍ତା ବାରଶହ ଆହୁରି ଅନେକ ଯୋଜନା ସାମିଲ ହେବ | ଆଗକୁ ୨ ବାରଶହ ମଧ୍ୟରେ ୬୫ ହଜାର ପଦବୀ ସୃଷ୍ଟି କରାଯିବ |