ଚେନ୍ନାଇ ବ୍ରିଜରେ ଗଡ଼ିଲା ବନ୍ଦେ ଭାରତ | ଜମ୍ମୁ କାଶ୍ମୀରରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ହେଲା ଟ୍ରାଏଲ ରନ ବୈଷ୍ଣବ ଦେବୀ ଷ୍ଟେସନ କାତର ଶ୍ରୀନଗରରୁ ଜାତର ଅରାମବାହା କଲା ବନ୍ଦେ ଭାରତ | ବିଶ୍ୱ ସର୍ବୋଚ୍ଚ ରେଲୱେ ବ୍ରିଜ ଚେନ୍ନବ ଦେଇ ଗଲା ବନ୍ଦେ ଭାରତ | ପ୍ରଥମେ କେବୁଲ ବ୍ରିଜ ଅଂଜି ଦେଇ ଅତିକ୍ରମ କଲା ବନ୍ଦେ ଭାରତ |
ଖାସ କଥା ହେଲା ଏହି ବନ୍ଦେ ଭାରତ ଏକ୍ସପ୍ରେସର କାଚ କେବେ ଥଣ୍ଡା ହେବ ନାହିଁ | ଏହି ଟ୍ରେନ-୩୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ
ତାପମାତ୍ରାରେ ମଧ୍ୟ ଆରାମରେ ଚାଲିପାରିବ |
ଶୁକ୍ରବାର ଦିନ କାଶ୍ମୀର ଯାଉଥିବା ଏହି ଟ୍ରେନ ପରୀକ୍ଷଣ ପାଇଁ ଜମ୍ମୁ ଷ୍ଟେସନରେ ଆସିଥିଲା | ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର ଏହାର ଶୁଭାରମ୍ଭ କରିବେ |