ଫେବୃୟାରୀ ୧ ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପକ୍ରିୟା ଆରମ୍ଭ ହୋଇପାରେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି | ଏଥି ପାଇଁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାରେ ବିଳମ୍ବ ହେଉଛି | ଏଥିପାଇଁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପକ୍ରିୟା କିଛି ଦିନ ଗାଡ଼ିପାରେ ତେବେ ଫେବୁଆରୀ ୧ ରୁ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇପାରେ | ସେହି ପକ୍ରିୟା ସରିବା ପରେ ଧାଡି ଦର୍ଶନ ପାଇଁ ଷ୍ଟ୍ରକ୍ଚଚର ଇନଷ୍ଟଲ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି |